- ପୁରୀରେ ୨୪ ଘଣ୍ଟିଆ ପାନୀୟଜଳ
() ରଥଯାତ୍ରା ପାଇଁ ବସିଥିବା ଦ୍ବିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି । ପୁରୀ ଟାଉନ ହଲରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ତେବେ ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ଯେପରି କିଛି ଅସୁବିଧା ନହେବ ସେନେଇ ବିଶେଷ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏବଂ ପୁରୀରେ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । କେବଳ ରଥଯାତ୍ରା ପାଇଁ ନୁହେଁ ବର୍ଷସାରା ପୁରୀରେ ମିଳିବ ୨୪ ଘଣ୍ଟିଆ ପାନୀୟ ଜଳ । ଜଳଯୋଗାଣ ଅଭିଯୋଗ ଉପରେ ରାଜ୍ୟ ସ୍ତରୀୟ ଅଧିକାରୀ ନିରୀକ୍ଷଣ କରିବେ । ଅନ୍ୟପଟେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । - https://thetopmost.in/online-kitchen-cabinet/
- https://thetopmost.in/%e0%ac%97%e0%ad%81%e0%ac%ae%e0%ac%b0%e0%ac%be%e0%ac%b9%e0%ac%b0%e0%ad%87-%e0%ac%a8%e0%ad%82%e0%ac%86-%e0%ac%af%e0%ad%8b%e0%ad%9c%e0%ac%bf/
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା