- () ଚଳିତ ବର୍ଷର ଓଜେଇଇ ପରୀକ୍ଷା ଜୁଲାଇ ୪ରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବା ନେଇ ସୂଚନା ରହିଛି । ଜୁଲାଇ ୪ରେ ୩ଟି ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ ୫ରେ ୧ମ ଓ ୨ୟ ସିଫ୍ଟରେ ଏମ୍ସିଏ, ଏମ୍ଏସ୍ସି ପରୀକ୍ଷା ହେବ । ସେହିପରି ଉକ୍ତ ଦିନର ୩ୟ ସିଫ୍ଟରେ ଏମ୍-ଟେକ୍, ଏମ୍-ଆର୍କ, ଏମ୍ ଫାର୍ମା, ବି.କେଟ୍ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ୬ତାରିଖରେ ପ୍ରଥମ ୨ଟି ସିଫ୍ଟରେ ଏମ୍ବିଏ ଓ ୨ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ ଏମ୍ବିଏ ପରୀକ୍ଷା ହେବ । ଏବଂ ଶେଷରେ ୮ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି.ଫାର୍ମା ପ୍ରବେଶିକା ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ