The Topmost

“The eyes believe themselves, the ears believe other people.”

ବାତ୍ୟା ପାଇଁ ଏହି 20ଟି ଟ୍ରେନ୍ ହେଲା ବାତିଲ୍

‘ଦାନା’ ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଏନେକ ଟ୍ରେନ ବାତିଲ କରାଯାଇଛି। ଏହା ମଧ୍ୟରେ ଆଉ ୨୦ଟି ଟ୍ରେନ ବାତିଲ କରାଯାଇଛି।

18413 ପାରାଦୀପ-ପୁରୀ ଏକ୍ସପ୍ରେସ (୨୫.୧୦.୨୦୨୪)

08407 କଟକ-ପାରାଦୀପ ସ୍ପେଶାଲ (୨୪.୧୦.୨୦୨୪)

11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ (୨୪.୧୦.୨୦୨୪)

12830 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ (୨୪.୧୦.୨୦୨୪)

12815 ଭୁବନେଶ୍ୱର-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ (୨୪.୧୦.୨୦୨୪)

12822 ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ (୨୪.୧୦.୨୦୨୪) 12282 ନୂଆଦିଲ୍ଲୀ-ଭୁବନେଶ୍ୱର ଏକ୍ସପ୍ରେସ (୨୪.୧୦.୨୦୨୪)

22805 ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ (୨୬.୧୦.୨୦୨୪)

08063 ଖଗଡପୁର-ଭଦ୍ରକ୍ ସ୍ପେସିଆଲ୍ (୨୫.୧୦.୨୦୨୪)

08031 ବାଲେଶ୍ୱର-ଭଦ୍ରକ୍ ସ୍ପେଶାଲ୍ (୨୫.୧୦.୨୦୨୪)

08403 ଖୋର୍ଦ୍ଧା ରୋଡ୍-ପୁରୀ ସ୍ପେସିଆଲ୍ (୨୫.୧୦.୨୦୨୪)

18414 ପାରାଦୀପ-ପୁରୀ ଏକ୍ସପ୍ରେସ (୨୪.୧୦.୨୦୨୪)

08408 ପାରାଦୀପ-କଟକ ସ୍ପେଶାଲ (୨୪.୧୦.୨୦୨୪)

08534 ପଲାସା-କଟକ ସ୍ପେଶାଲ (୨୫.୧୦.୨୦୨୪)

08422 ହୁନୁପୁର-କଟକ ସ୍ପେଶାଲ (୨୫.୧୦.୨୦୨୪)

22840 ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ (୨୫.୧୦.୨୦୨୪)

12829 ଚେନ୍ନାଇ-ଭୁବନେଶ୍ୱର ଏକ୍ସପ୍ରେସ (୨୫.୧୦.୨୦୨୪)

12821 ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ (୨୫.୧୦.୨୦୨୪)

08064 ଭଦ୍ରକ-ଖଡଗପୁର ସ୍ପେଶାଲ୍ (୨୫.୧୦.୨୦୨୪)

08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ୍ (୨୪.୧୦.୨୦୨୪)