ପୃଥିବୀ ରେ ୬୦ ,୦୦୦ ରୁ ଅଧିକ ପ୍ରଜାତିର ଗଛ ଅଛନ୍ତି । ଯାହା ମଧ୍ୟ ରୁ ଅଧିକାଂଶ ପ୍ରଜାତି ମଣିଷ ମାନଙ୍କ ପାଇଁ ବହୁତ ଉପଯୋଗୀ । ଯାହା ର ବ୍ୟବହାର ମଣିଷ କରି ଆସୁଅଛି , କିନ୍ତୁ ସବୁବେଳେ ଯେ ଗଛ ଆମ ପାଇଁ ଉପଯୋଗୀ ହେବେ ଏହାର କୈଣସି ଗ୍ୟାରେଣ୍ଟି ନାହିଁ । କାରଣ ଗଛ ଗୁଡିକ ମଧ୍ୟ ରେ ଏମିତି ପ୍ରଜାତି ରହିଛନ୍ତି ଯାହା ମଣିଷ ମାନଙ୍କ ଜୀବନ ନେଇ ଯାଇ ପାରନ୍ତି ।
ଏହି ଖତର୍ନାଖ୍ ଗଛ ଗୁଡିକ ପାଖରେ ଠିଆ ହେବା ଦ୍ୱାରା ମଧ୍ୟ ଆପଣଙ୍କ ର ମୃତ୍ୟୁ ହୋଇ ପାରେ । ଏହି ଦୁନିଆରେ ୫ ଟି ଖତର୍ନାଖ୍ ଗଛ ରହିଛି । ଜିମ୍ପି, ଷ୍ଟିଗଂର୍, ଅଷ୍ଟ୍ରେଲିଆ ର ଜଗଂଲ ରେ ଦେଖାଯାଉ ଥିବା ଏହି ଗଛ ଖତର୍ନାଖ୍ ଗଛ ଗୁଡିକ ମଧ୍ୟ ରୁ ଅନ୍ୟତମ , ସୁନ୍ଦର କେଶ ଭଳି ଦେଖାଯାଉ ଥିବା ଏହି ଗଛର କଣ୍ଟା ଗୁଡିକ ବହୁତ ବିଷାକ୍ତ ଅଟେ । ଯେଉଁ ଲୋକ ଏହି ଗଛ ର ପତ୍ରକୁ ଛୁଇଁ ଦିଏ, ଏହି ଗଛ ନିଜ ପତ୍ରର କଣ୍ଟା ମାଧ୍ୟମରେ ତାହା ଶରୀର ରେ ବିଶ ଛାଡି ଦିଏ । ତେଣୁ ଲୋକଟିକୁ ବର୍ଷେ ଜନ୍ତ୍ରଣା ଭୋଗିବା କୁ ପଡେ ।ଏହି ଗଛର ନାମ ସର୍ବେରା ଓଡଳମ୍ ।
ଏହି ଗଛ ଭାରତ ଓ ଏସିଆ ର ବହୁ ଦେଶରେ ଦେଖିବା କୁ ମିଳେ । ଏହି ଗଛରେ ଏକ ବିଶେଷ ପ୍ରକାର ଫଳ ହୁଏ ଯାହା ବହୁତ ବିଷାକ୍ତ ଅଟେ । ଯଦି କୈଣସି ଲୋକ କୁ ଏହି ଫଳର ରସ ଖାଦ୍ୟ ରେ ମିଶାଇ ଦିଆଯିବ ତେବେ ତା ମୁହଁ ରୁ ପ୍ରଥମେ ଯନ୍ତ୍ରଣା ଆରମ୍ଭ ହେବ ଏବଂ ତା ପରେ ବାନ୍ତି ହେବ ଓ ହାର୍ଟ ବିଟ୍ ବଢିଯିବ । ଶେଷରେ ଲୋକ ଟିର ମୃତ୍ୟୁ ହେବ । ପୋଷ୍ଟମଟମ ଦ୍ୱାରା ମଧ୍ୟ ଜଣା ପଡ଼ିବ ନାହିଁ ରୋଗର କାରଣ । ଏହି ଫଳ ରସରୁ ବର୍ତ୍ତମାନ ବାୟୋ ଡିଜଲ୍ ତିଆରି କରାଯାଉଛି । ଟ୍ୟାକ୍ସ୍ଅସ୍ ବ୍ୟାକଟ୍, ୟୁରୋପ୍, ଏସିଆ, ଆଫ୍ରିକାରେ ଏହି ଗଛ ଦେଖାଯାଏ । ଏହାକୁ u ନାମ ରେ ମଧ୍ୟ କୁହାଯାଏ । ଏହି ଗଛ ୨୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ ।
More Stories
ଏଣ୍ଡୋମେଟ୍ରିଓସିସ୍ କଣ, କେମିତି ନେବେ ଯତ୍ନ
ଡାର୍କ ସର୍କଲକୁ ସମୂଳେ ନାଶ କରନ୍ତୁ
ସ୍ବାସ୍ଥ୍ୟ ପାଇଁ ପାମ୍ ଅଏଲ୍ ଖରାପ୍ ନାଁ ଭଲ ?