କେବଳ ଯେ ଦେଶର ତୁଙ୍ଗ ନେତାମାନଙ୍କ ପାଇଁ ସ୍ବାଧୀନତା ଆସିଲା ତାହାନୁହେଁ । ଦେଶର ଗୋଡିମାଟି ମଧ୍ୟ ନିଜର ବଳିଷ୍ଠ ଯୋଗଦାନ ଦେଇ ଇଂରେଜମାନଙ୍କ କବଳରୁ ସ୍ବାଧୀନତାକୁ ଛଡାଇ ଆଣିଲେ । ପ୍ରତ୍ୟେକ ଦେହର ଶ୍ବେଦବିନ୍ଦୁ ଏଇ ମାଟିରେ ବୋଳି ହୋଇଛି । ସେଥିପାଇଁ ତ ରାମସେତୁର ଗୁଣ୍ଡୁଚିମୂଷା ଯେପରି ଏକ ସ୍ବତନ୍ତ୍ର ସମ୍ମାନ ପାଇଛି ଏ ଦେଶର ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ପାଇଛନ୍ତି ସ୍ବାଧୀନତା ସଙ୍ଗ୍ରାମୀର ।





More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ