ହରିଆଣାର କ୍ଷମତାସୀନ ମନୋହର ଲାଲ ଖଟ୍ଟର ସରକାରଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ପ୍ରସ୍ତାବ ଆଗତ କରିଥିବା ବେଳେ ଏହାକୁ ହରିଆଣା ବିଧାନସଭାର ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା ଆଲୋଚନା ପାଇଁ ଗ୍ରହଣ କରି ନେଇଛନ୍ତି । ତେବେ ଆସନ୍ତା ୨୨ ତାରିଖରେ ଏହା ଉପରେ ବିତର୍କ ହେବ । ସେହିଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ।
“The eyes believe themselves, the ears believe other people.”
More Stories
ଓଡିଶା ରାଜନୀତିରେ ପାଦ ଥାପୁଛି ସମାଜବାଦି ପାର୍ଟି
ପୁଣି ବିଜେଡି ରାଜ୍ୟ ସଭାପତି ହେବେ ନବୀନ
16 ଜିଲ୍ଲାକୁ ସଭାପତି ଘୋଷଣା କଲା ବିଜେଡି