ଆସନ୍ତା ୨୧ରେ କଂଗ୍ରେସ କରିବ ମହିଳା ସମାବେଶ । ଏହି ସମାବେଶରେ ଶକ୍ତି ପ୍ରଦର୍ଶନ କରିବେ ମହିଳା କଂଗ୍ରେସ । ଦମ୍ ଦେଖାଇବେ ନୂଆ ମହିଳା ସଭାପତି ମିନାକ୍ଷୀ ବାହିନୀପତି । ସମାବେଶରେ ଯୋଗଦେବେ ରାଷ୍ଟ୍ରୀୟ ମହିଳା ସଭାପତି ଅଳକା ଲାମ୍ବା । କଂଗ୍ରେସ ଭବନ ବାହାରେ ମହିଳା ସମାବେଶ କରାଯିବ । ସମସ୍ତ ସାଂଗଠନିକ ଜିଲ୍ଲାରୁ ମହିଳା ମାନେ ଆସି ଏହି ସମାବେଶରେ ଯୋଗଦେବେ ।
More Stories
ଓଡିଶାକୁ ବାତ୍ୟା ଭୟ
ମୋହନ ସରକାରଙ୍କ ଭେଟି, ୬୦୨୫ ଶିକ୍ଷକ ପାଇବେ ନିଯୁକ୍ତି
ବିଜେପିରେ ମିଶିଲେ ମମିତା ମେହେରଙ୍କ ବାପା ମା