ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଭାବନୀୟ ଘଟଣା । ହୁତୁହୁତୁ ହୋଇ ଜଳିଗଲା ୫ ବସ୍ । ଗ୍ୟାରେଜରେ ୱେଲଡିଂ ବେଳେ ବସରେ ନିଆଁ ଲାଗିଥିବା ସୂଚନା ରହିଛି । ଗୋଟିଏ ବସ୍ ନିଆଁ ଲାଗିବା ପରେ ପରବର୍ତୀ ସମୟରେ ଅନ୍ୟ ବସକୁ ନିଆଁ ବ୍ୟାପିଯାଇଥିଲା । ଆଉ ଚାହୁଁଚାହୁଁ ୫ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି