କୁସ୍ତି ପ୍ରେମୀଙ୍କୁ ଝଟକା । ଭାରତୀୟ କୁସ୍ତି ମହାସଂଘ ସଦସ୍ୟତାକୁ ନିଲମ୍ବନ କଲା UWW । ପୂର୍ବରୁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନରେ ବିଳମ୍ବ ଯୋଗୁଁ ନୋଟିସ୍ ଦେଇଥିବାବେଳେ ଏବେ ଏହାର ସଦସ୍ୟତାକୁ ନିଲମ୍ବନ କରିଛି । ଭାରତୀୟ ମହିଳା କୁସ୍ତି ଖେଳାଳିମାନେ ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ସସପେଣ୍ଡ କରି ଏକ ସ୍ୱତନ୍ତ୍ର ଗଠନ କରାଯାଇଥିଲା । କୁସ୍ତି ମହାସଂଘର ନୂଆ ନିର୍ବାଚନ ପାଇଁ ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବ ବିଚାରପତି ଏମ କୁମାରଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..