ମହାନାୟକଙ୍କ ମୁହଁରେ ଜାତୀୟ ସଙ୍ଗୀତ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଇତିହାସ ଟେକ୍ନୋଲୋଜୀର ଅଦ୍ଭୁତପୂର୍ବ ମିଳନ । ସ୍ବାଧୀନତା ଦିବସରେ ସ୍ବାଧୀନତା ସଂଗ୍ରାମୀ ମହାନ ନାୟକଙ୍କୁ ନେଇ AI ଏକ ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରିଛି । ଏଥିରେ ମହାତ୍ମା ଗାନ୍ଧୀ, ନେହେରୁ, ସୁଭାଷ ବୋଷ, ଆମ୍ବେଦକର, ସରୋଜିନୀ ନାଇଡୁ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ପ୍ରମୁଖ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ରବୀନ୍ଦ୍ର ନାଥ ଟାଗୋର ମଧ୍ୟ AI ସ୍ବତନ୍ତ୍ର ଏହି ଭିଡିଓରେ ଜନ ଗଣ ମନ ଗାନ କରୁଛନ୍ତି । ଦେଶ ପାଇଁ ଅନେକ ବଳିଦାନ ଦେଇଥିବା ରାଷ୍ଟ୍ରନାୟକଙ୍କ ମୁହଁରେ ଏହି ଜାତୀୟ ସଙ୍ଗୀତ ବେଶ ଜୀବନ୍ତ ଲାଗୁଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ