The Topmost

“The eyes believe themselves, the ears believe other people.”

ବିଶ୍ୱ ହସ୍ତୀ ଦିବସ

ଆଜି ବିଶ୍ୱ ହସ୍ତୀ ଦିବସ । ପ୍ରତି ବର୍ଷ ଅଗଷ୍ଟ ୧୨ ତାରିଖ ରେ ଏହି ଦିବସ ପାଳନ କରାଯାଏ । ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ଚନ୍ଦକା ଅଭୟାରଣ୍ୟର କୁମାର ଖୁଣ୍ଟି ଠାରେ ପାଳନ କରାଯିବ ବିଶ୍ଵହସ୍ତି ଦିବସ । ଜଙ୍ଗଲ ସୁରକ୍ଷା ସହ ହାତୀମାନଙ୍କ ସୁରକ୍ଷାକୁ ଦୃଷ୍ଟି ଓ ହାତୀମାନଙ୍କ ବଂଶ ବୃଦ୍ଧି କିଭଳି କରାଯାଇପାରିବ ଏହି ଦିବସ ପାଳନ କରାଯିବାର ମୁଖ୍ୟ ଉଦେଶ୍ୟ । ଏହି ଅବସରରେ ହାତୀ ଗୁଡିକୁ ଗାଧୋଇବା ସହ ଫଳମୂଳ ଖାଇବାକୁ ଦିଆଯାଏ । ଏଥିସହ ହାତୀ ମାହୁନ୍ତ ମାନଙ୍କୁ ସମ୍ମାନିତ କରାଯିବ ।

SHARE BY