କଣ୍ଟାବାଞ୍ଜି: ଫେବୃଆରୀ ୨୫: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା । ଗତବର୍ଷ ଅକ୍ଟୋବର ୮ ତାରିଖରେ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସମେତ ୨ ଜଣଙ୍କୁ ଗିରଫ କରିଥିଲା । ମାମଲାରେ ସିନ୍ଧେକେଲା ପୋଲିସ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟର କମିଟମେଣ୍ଟ କରିଛି । ଆଗକୁ ଏହି ମାମଲାର ଏଡିଜେ କଣ୍ଟାବାଂଜିରେ ଶୁଣାଣି ହେବା ନେଇ ସୂଚନା ରହିଛି।
More Stories
ଗାଁରେ ମାତିଛି ଗୁଣିଆ, ଦେଉଛି ଶିଶୁବଳି
ଶ୍ରୀମନ୍ଦିର ସେବାୟତଙ୍କୁ ହାଣିଲେ ଦୁର୍ବୁତ୍ତ
ଓଡିଶାକୁ ବାତ୍ୟା ଭୟ