ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୬୭ ଜଣଙ୍କ ଜୀବନ । ନିଆଁରେ ଜଳିଗଲା ହଜାରେରୁ ଅଧିକ କୋଠା । ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୬୭ ଜଣଙ୍କ ଜୀବନ ଗଲାଣି । ନିଆଁରେ ହଜାରେରୁ ଅଧିକ ଘର ଜଳି ଯାଇଥିବା ବେଳେ, କୋଟି କୋଟି ଟଙ୍କାର ଆସବାବପତ୍ର ସହ ଅନେକ କାର ପୋଡି ପାଉଁଶ ହୋଇଯାଇଛି । ନିଆଁ ବ୍ୟାପୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସେପଟେ ହେଲିକପ୍ଟର ସହାୟତାରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ