ଭୁବନେଶ୍ୱର: ଫେବୃଆରୀ ୨୫: ଆଉ ୩ ଦିନ ରିମାଣ୍ଡରେ ରସିକିଆ ରମେଶ । ରସିକିଆ ରମେଶ ସ୍ୱାଇଁଙ୍କୁ ୩ ଦିନିଆ ରିମାଣ୍ଡରେ ନେବେ ମହିଳା ଥାନା ପୋଲିସ। ତେବେ ରସିକଙ୍କର ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲେ ମଧ୍ୟ ୩ ଜିନିଆ ରିମାଣ୍ଡ ମଞ୍ଜୁର କରାଯାଇଛି । ୧୮ ବାହାଘରର ସାକ୍ଷୀ ଓ ଠକେଇରେ ସଂପୃକ୍ତ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାଙ୍କ ଭଉଣୀ ଗିରଫ ହୋଇ ବର୍ତ୍ତମାନ ଜେଲରେ ଅଛନ୍ତି । ତେବେ ତାଙ୍କର ଅନେକ କାରନାମା ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କୁ ହିପାଜତରେ ନେଇଥିଲା । ଆଜି ତାଙ୍କର ରିମାଣ୍ଡ ଦିନ ଧାର୍ଯ୍ୟ କରାଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ