ପୃଥିବୀ ଛାଡ଼ିଲା ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷରୁ ଚନ୍ଦ୍ର କକ୍ଷକୁ ପଠାଇବା ପାଇଁ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା । ଏହି ସମୟରେ ଥ୍ରଷ୍ଟ ଇଞ୍ଜିନକୁ ଫାୟାର କରାଯାଇଥିଲା । ଚନ୍ଦ୍ରଯାନ-୩ ପୃଥିବୀର ଅତି ନିକଟରେ ଅର୍ଥାତ ନିକଟତମ ବିନ୍ଦୁ ପେରିଗୀରେ ପହଞ୍ଚିବା ପରେ ଇଞ୍ଜିନକୁ ଫାୟାର କରାଯାଯାଇଥିଲା । ତାର ୬ ସାତ ଘଣ୍ଟା ପୂର୍ବରୁ ଥ୍ରଷ୍ଟ ଇଞ୍ଜିନ ଷ୍ଟାର୍ଟ କରି ଗତିକୁ ବୃଦ୍ଧି କରାଯାଇଥାଏ । ଚନ୍ଦ୍ରଯାନ-୩ ପୃଥିବୀ ଛାଡ଼ିବା ସହିତ ପୁଣି ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଆଉ ମାତ୍ର ୫ ଦିନ ପରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଚନ୍ଦ୍ରଯାନ-୩ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ