ପ୍ରତି ବ୍ଲକରେ କରାଯିବ ୨ଟି ମୋ ସେବା କେନ୍ଦ୍ର। OSWAS ଜରିଆରେ କାମ କରୁଛନ୍ତି ୧୫ହଜାର ସରକାରୀ କର୍ମଚାରୀ। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୫ହଜାରରୁ ଅଧିକ ଗାଁରେ ଟେଲିକମ ସେବା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି।ସବୁଠି ଟାଓ୍ବାର ଲାଗିବ, ଏଥିପାଇଁ ୨ହଜାର ବର୍ଗଫୁଟ ଜାଗା ମାଗଣାରେ ଦେଉଛନ୍ତି ରାଜ୍ୟ ସରକାର। ବର୍ଷେ ଭିତରେ ସାରା ରାଜ୍ୟରେ 4G ସେବା ଯୋଗାଇ ଦିଆଯିବ। ଚଳିତ ବର୍ଷ ସବୁ ବ୍ଲକରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏହା ଜିଲ୍ଲା ହେଡକ୍ୱାର୍ଟର ସହ ଯୋଗାଯୋଗରେ ରହିବ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ