ଦୁବାଇରେ ଓଡ଼ିଶା ଦିବସ ପାଳନ କରି ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ । ସିଧାସଳଖ ଦୁବାଇ ଯାଇ ଫେରିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଦିବସ ପାଳନର ଖୁସିକୁ ଗଣମାଧ୍ୟମ ଆଗରେ ବ୍ୟକ୍ତ କରିଛନ୍ତି । ଦୁବାଇରେ ଭୁବନେଶ୍ବରର ନାଁ ଲେଖାହେବା ସମସ୍ତଙ୍କୁ ଗୌରବାନ୍ବିତ କରିଛି । ଓଡ଼ିଶା ଉତ୍ସବ ସମସ୍ତଙ୍କୁ ଖୁସି ଅନୁଭବ ଦେଇଛି । ଘଣ୍ଟାଘଣ୍ଟା ଅପେକ୍ଷା କରିବା ବଦଳରେ ୪ ଘଣ୍ଟାରେ ଦୁବାଇକୁ ଯିବାର ସ୍ବପ୍ନ ସତ ହୋଇଛି । ଏହା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ କରାଯାଉଛି । ନିବେଶକଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି । ଓଡ଼ିଶା ଦିବସ ଉତ୍ସବରେ ପାଖାପାଖି ୧୩ ଶହରୁ ଅଧିକ ଲୋକ ଯୋଗଦେଇଥିଲେ । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ତିନି ଦିନିଆ ଯାତ୍ରା ସାରି ଦୁବାଇରୁ ଫେରି ନିଜର ଅନୁଭୂତି ବଖାଣିଛନ୍ତି ମିଶନ ଶକ୍ତି ସଦସ୍ୟା ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ