ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ । ଏହି କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଆଇଏନଏସ ମୋରାମୁଗାଓରୁ ଅତ୍ୟାଧୁନିକ ଗାଇଡେଡ ବିଧ୍ୱଂସକ ବ୍ରହ୍ମୋସ ସୁପରସୋନିମ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମ ପରୀକ୍ଷଣରେ ମିସାଇଲ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି । ଉଭୟ ଆଇଏନଏସ ମୋରାମୁଗାଓ ଓ ବ୍ରହ୍ମୋସ ସୁପରସୋନିମ ମିସାଇଲ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ସମୁଦ୍ରରେ ଭାରତୀୟ ନୌସେନାର ଆଗ୍ନେୟାସ୍ତ୍ର ଶକ୍ତିକୁ ଆହୁରୀ ବୃଦ୍ଧି କରିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ