ଦୁର୍ନୀତି-ନିରୋଧୀ ଅଭିଯାନରେ ଚୀନ୍ର ଶାସକ ‘କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଚାଇନା’ ୧ ଲକ୍ଷ ୧୦,୦୦୦ କର୍ମଚାରୀଙ୍କୁ ଦଣ୍ଡିତ କରିଥିବା କଥା ‘ଇଣ୍ଡୋ-ପେସିଫିକ୍ ସେଣ୍ଟର୍ ଫର୍ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ସ୍’ ଏକ ରିପୋର୍ଟରେ ଉଲ୍ଲେଖ ରହିଛି । ଚୀନ୍ର ରାଷ୍ଟ୍ରପତି ସି’ ଜିନ୍ପିଙ୍ଗ୍ ଚଳାଇଥିବା ଦୁର୍ନୀତି-ନିରୋଧୀ ଅଭିଯାନରେ ସରକାରୀ କର୍ମଚାରୀମାନଙ୍କର ସର୍ବସାଧାରଣରେ ତଦନ୍ତ କରାଯାଉଛି। ପ୍ରାଦେଶିକସ୍ତରୀୟ କର୍ମଚାରୀ, ଉପ-ପ୍ରାଦେଶିକସ୍ତରୀୟ କର୍ମଚାରୀ, ସେନା କମିସନ୍ ସଦସ୍ୟ, ଅନେକ ମନ୍ତ୍ରୀସ୍ତରୀୟ ଅଧିକାରୀ ଏବଂ ବହୁସଂଖ୍ୟକ ଉପମନ୍ତ୍ରୀସ୍ତରୀୟ ଅଧିକାରୀମାନଙ୍କର ତଦନ୍ତ କରାଯାଇଥିବା ରିପୋର୍ଟରୁ ଜଣାପଡିଛି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ