ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ର ଏବେ ଭାରତରେ ଦେଇପାରିବେ ପରୀକ୍ଷା । ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ୟୁକ୍ରେନରୁ ପଳାଇ ଆସିଥିବା ଭାରତୀୟ ମେଡିକାଲ ଛାତ୍ର ଏବେ ସେମାନଙ୍କ ଶେଷ ପରୀକ୍ଷାକୁ ନେଇ ଦ୍ୱନ୍ଦ ରହିଥିବା ବେଳେ ଏନେଇ ୟୁକ୍ରେନ ପକ୍ଷରୁ ସଷ୍ଟ କରିଦିଯାଇଛି । ଭାରତ ଗସ୍ତରେ ଆସିଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଏମିନୋ ଝାପାରୋଭା ଏନେଇ ସୂଚନା ଦେଇଛନ୍ତି । ନିଜ ଦେଶରେ ଛାତ୍ରଙ୍କୁ ୟୁନାଇଟେଡ ଷ୍ଟେଟ୍ କ୍ୱାଲିଫିକେସନ୍ ଏକଜାମ୍ ଦେବା ପାଇଁ ୟୁକ୍ରେନ ଅନୁମତି ଦେବ । ଏହା ଦ୍ୱାରା ୧୪ ହଜାର ଭାରତୀୟ ଛାତ୍ର ଉପକୃତ ହୋଇପାରିବେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ