ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ପୁଣି ତେଜିଛି। ଉଭୟ କଂଗ୍ରେସର ନେତା ହୋଇଥିବା ବେଳେ ଜଣେ ଆଉ ଜଣଙ୍କ ବିରୋଧରେ ଅନଶନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ନିର୍ବାଚନ ବେଳେ ବିଜେପି ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କ୍ଷମତାକୁ ଆସିବା ପରେ କରି ନଥିବାରୁ ଏହା ବିରୋଧରେ ପାଇଲଟ ଦିନିକିଆ ଅନଶନ କରିବେ ବୋଲି କହିଛନ୍ତି ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ