The Topmost

“The eyes believe themselves, the ears believe other people.”

ମାଲକାନଗିରିରେ ସୁଟିଂ ହେବ ପୁଷ୍ପା ପାର୍ଟ-2

ମାଲକାନଗିରିରେ ସୁଟିଂ ହେବ ପୁଷ୍ପାର ପାର୍ଟ୍ -୨  । ସ୍ଵାଭିମାନ ଅଞ୍ଚଳରେ ହେବ ସୁପର ହିଟ ଫିଲ୍ମ  । ନିଖୋଜ ପୁଷ୍ପାକୁ ମାଲକାନଗିରିରେ ଖୋଜିବ ପୋଲିସ  ।ସାରା ବିଶ୍ୱରେ ଫିଲ୍ମ ପୁଷ୍ପା ସୁପରହିଟ ହୋଇଛି  । ଏବେ ଓଡ଼ିଶାରେ ସୁଟିଂ ହେବ ପୁଷ୍ପା -୨  ।  ପାର୍ଟ ୨ର ଟ୍ରେଲର ରିଲିଜ ପରେ କୋଟି କୋଟି ଦର୍ଶକ ଦେଖିସାରିଲେଣି  । ଉତ୍କଣ୍ଠାର ସହ ସମସ୍ତେ ଚାହିଁ ରହିଛନ୍ତି କେବେ ଆସିବ ପାର୍ଟ -୨  ।  ଆଉ ଏହାରି ଭିତରେ ଫିଲ୍ମ ଓଡିଶାରେ ସୁଟିଂ ହେବ  । ଚଳଚିତ୍ରର ଅବଶିଷ୍ଟାନ୍ସକୁ ନେଇ ପୁଷ୍ପା ୨ ଚଳଚିତ୍ରର ସୁଟିଙ୍ଗ ମାଲକାନଗିରି ଜିଲ୍ଲାରେ ହେବ  । ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ଲୋଡିଲେ ପ୍ରଯୋଜକ। ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ ଟିମ ।

SHARE BY