ଆଜି ଠାରୁ ଆରମ୍ଭ ନୂଆ ଆର୍ଥିକ ବର୍ଷ । ଏହାସହ ଅନେକ କେତେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଏହା ମଧ୍ୟରେ ରହିଛି ନୂଆ ଆୟକର ନିୟମ । ଏହାସହ ସୁନା ହଲମାର୍କ ଓ ଏଲପିଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂଆ ନିୟମ କାର୍ଯ୍ୟକାରୀ ହେବ । ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଢାଞ୍ଚାରେ ପରିଣତ ହେବ । ଅର୍ଥାତ୍ ଟିକସଦାତା ଯଦି କୌଣସି ବିକଳ୍ପ ଚୟନ ନରକନ୍ତି, ତେବେ ନୂଆ ବିକଳ୍ପକୁ ଚୟନ କରିଛନ୍ତି ବୋଲି ମନେ କରାଯିବ । ଆୟକର ବିଭାଗରେ ହୋଇଥିବା ଏହି ପରିବର୍ତନ ଲୋକଙ୍କ ଅର୍ଥ ଓ ଏହାର ଟ୍ୟାକ୍ସକୁ ପ୍ରଭାବିତ କରିବ । ୨୦୨୩ ବଜେଟରେ ନୂଆ ଟିକସ ବ୍ୟବସ୍ଥାରେ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ