ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ କଲା ଜର୍ମାନୀ । ରାହୁଲ ଗାନ୍ଧୀଙ୍କ ମାମଲାରେ ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଲାଗୁ ହେବା ଦରକାର। ଏହି ମାମଲା ଉପରେ ଜର୍ମାନୀର ନଜର ଥିବା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି। ରାହୁଲଙ୍କ ବିରୋଧରେ ଆସିଥିବା ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବା ଦରକାର । ରାହୁଲଙ୍କ ବିବାଦୀୟ ବୟାନକୁ ବ୍ୟକ୍ତିଗତ ସ୍ବାଧିନତା ଏବଂ ଗଣତନ୍ତ୍ରର ବିଚାରଧାରା ମଧ୍ୟରେ ରଖି ଚିନ୍ତା କରିବା ଆବଶ୍ୟକ । ୨୩ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ମୋଦି ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନକୁ ନେଇ କୋର୍ଟ ତାଙ୍କ ବିରୋଧରେ ଦଣ୍ଡାଦେଶ ଦେଇଥିଲେ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି