ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବଡ଼ଧରଣର ବିସ୍ଫୋରଣ । ଭାରତ-ପାକିସ୍ତାନ ସୀମା ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା । ତେବେ ଏହି ବିସ୍ଫୋରଣ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ପୋଲିସ ତନାଘନା ଆରମ୍ଭ କରିଥିବାବେଳେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି । ତେବେ ବିସ୍ଫୋରଣରେ କ୍ଷୟକ୍ଷତି ବିଷୟରେ ସୂଚନା ମିଳିନଥିବା ବେଳେ ବିସ୍ପୋରଣ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ