ବନ୍ଦ ରହିବ ନାହିଁ ଘରୋଇ ବସ୍ ଚଳାଚଳ । ଏନେଇ ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଗତକାଲି ଡ୍ରାଇଭର ମହାସଂଘ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏହାର ସକରାତ୍ମକ ଫଳାଫଳ ଆସିଥିବାରୁ ବସ୍ ଚଳାଚଳ ବନ୍ଦ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି । ଡ୍ରାଇଭର ଆନ୍ଦୋଳନ ଯୋଗୁଁ ସୁରକ୍ଷା ଯୋଗାଇ ନଦେଲେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ କହିଥିଲା । ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଅବ୍ୟାହତ ରହିବ ନା ସ୍ଥଗିତ ହେବ, ତାହା ଆଜି ସ୍ପଷ୍ଟ ହେବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍