କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି । ଆଜି କୋରାପୁଟର କାକିରିଗୁମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡରେ ଭୁମିକମ୍ପ ଅନୁଭୁତ ହୋଇଛି । ସୂଚନା ଅନୁଯାୟୀ, ସକାଳ ଭୋର ୫.୫ରେ ଭୂମିକମ୍ପ ଅନୁଭୁତ ହୋଇଥିଲା । ଶୋଇଥିବା ବେଳେ ଘର ଗୁଡିକ ସାମାନ୍ୟ ଦୋହଲିଥିବା ଅନୁଭୁତ ହୋଇଥିବାରୁ ଲୋକ ଭୟଭୀତ ହୋଇପଡିଥିଲେ । ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ୨ରୁ ୩ ସେକଣ୍ଡ ଧରି ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍