ଆଜି ‘ଜି୨୦’ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଚୀନ୍ର ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି । ପ୍ରଥମେ ଜୟଶଙ୍କର ରାଷ୍ଟ୍ରପତି ଭବନର କଲ୍ଚୁରାଲ୍ ସେଣ୍ଟର୍ରେ ବ୍ଲିଙ୍କେନ୍ଙ୍କୁ ଭେଟିଥିଲେ । ପରେ ଜୟଶଙ୍କର ମଧ୍ୟାହ୍ନରେ କ୍ବିନ୍ଙ୍କୁ ଭେଟିବେ । କିନ୍ ହେଉଛନ୍ତି ଚୀନ୍ର ରାଷ୍ଟ୍ରପତି ସି ଜିଙ୍ଗ୍ପିନ୍ଙ୍କ ଘନିଷ୍ଠ ଏବଂ ଚୀନ୍ର ବୈଦେଶିକ ମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ