ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୀଷ ସିସୋଦିଆ । ସତେନ୍ଦ୍ର ଜୈନ ମଧ୍ୟ ଇସ୍ତଫା ଦେଇଛନ୍ତି । ସେପଟେ ଦୁଇମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନୈତିକତା ଦୃଷ୍ଟିରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା କହିଛନ୍ତି ସାଂସଦ ତଥା ଆପ ମୁଖପାତ୍ର ସଂଞ୍ଜୟ ସିଂ । ସେପଟେ ୯ ମାସ ପରେ ଜଣେ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି । ଏଭଳି ସରକାରର କିଛି ମଧ୍ୟ ନୈତିକତା ନାହିଁ । ଯେ ଅଭିଯୁକ୍ତ ଭାବେ ଜେଲ କାରାଦଣ୍ଡ ଭୋଗୁଛନ୍ତି । ମଦ ଦୁର୍ନୀତି ମାମଲାରେ ଅନ୍ୟ ଜଣଙ୍କୁ ଗିରଫ କରିଛି ସିବିଆଇ । ତେଣୁ ଏଥିରେ କୌଣସି ନୈତିକତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ