ଆଦାନି-ହିଣ୍ଡେନ୍ବର୍ଗ ମାମଲା ଉପରେ ରିପୋର୍ଟିଙ୍ଗ୍ କରିବାରେ ଗଣମାଧ୍ୟମକୁ ବାଧା ଦେବା ଲାଗି ଆଗତ ଆବେଦନକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି । ଏହି ଆବଦେନକୁ ଖାରଜ କରି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ଆମେ ଗଣମାଧ୍ୟମକୁ କୌଣସି ଆଦେଶ ଦେଇ ପାରିବୁ ନାହିଁ । ଆଡ୍ଭୋକେଟ୍ ଏମ୍. ଏଲ୍. ଶର୍ମା ଏହି ପ୍ରସଙ୍ଗ ଉତ୍ଥାପନ କରି କହିଲେ ଏହି ଘଟଣାରେ ପ୍ରତିଦିନ ନୂଆ ଘଟଣା ସବୁ ପ୍ରକାଶ ପାଉଛି । ତାଙ୍କ କଥାର ଉତ୍ତର ଦେଇ ଭାରତର ପ୍ରଧାନ ବିଚାରପତି ଡି. ୱାଇଐ ଚନ୍ଦ୍ରଚୂଡ଼ କହିଲେ, ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ରାୟ ଦେବା ସହିତ ଯାହା କରିବା କଥା କରିବେ ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ