ଇସ୍ରୋ ଲଞ୍ଚ କରିଛି ସବୁଠୁ ଛୋଟ ରକେଟ୍ SSLV-D2 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ SSLV-D2 ଲଞ୍ଚର ଉତକ୍ଷେପଣ କରିଛି । ଉତକ୍ଷେପଣ ପରେ ଏହି ଲଞ୍ଚର ଭେଇକିଲ ୧୫ ମିନିଟର ଉଡାଣ ସମୟରେ ଇସ୍ରୋର ଇଓଏସ୍-୦୭, ଆମେରିକା ସ୍ଥିତ ଫର୍ମଆଣ୍ଟାରିସ୍ ଜାନୁସ୍-୧. ସ୍ପେଶ୍ କିଡଜର ଅଜାଦି ସାଟ୍ ୪୫୦ କିଲୋମିଟର ଦୂରରେ ସ୍ଥାପନ କରିବାର ସୂଚନା ରହିଛି । ସୂଚନା ଅନୁସାରେ, ଏସଏସଏଲଭି ‘ଲଞ୍ଚ ଅନ୍ ଡିମାଣ୍ଡ’ ଆଧାରରେ ଏହା ପୃଥିବୀର ୫୦୦ କିଲୋମିଟର ଯାଏଁ ଘୁରି ସାଟେଲାଇଟକୁ ଅବସ୍ଥାପିତ କରିପାରିବ । କମ୍ ସମୟ ମଧ୍ୟରେ ପୃଥିବୀର କକ୍ଷ ପକ୍ଷରେ ଏକାଧିକ ଉପଗ୍ରହଙ୍କୁ ଅବସ୍ଥାପିତ କରିବାର ସାମର୍ଥ୍ୟରେ ଏହି ଲଞ୍ଚର । ଏହାର ଲମ୍ବ ୩୪ ମିଟର, ୨ ମିଟର ବ୍ୟାସ ଯୁକ୍ତ ହୋଇଥିବାବେଳେ ଓଜନ ୧୨୦ ଟନ୍ ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ