ପଞ୍ଚମ ଦିନରେ ହକି ବିଶ୍ବକପ । ଆଜି କେବଳ କଳିଙ୍ଗ ଷ୍ଟାଡିୟମରେ ହେବ ମୁକାବିଲା । ତେବେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ଅପରାହ୍ନ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା । ସେହିପରି ସନ୍ଧ୍ୟା ୭ଟାରେ ଜର୍ମାନି ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ । ସେପଟେ ଗତକାଲି ଚତୁର୍ଥ ଦିନରେ ମାଲେସିଆ, ନେଦରଲ୍ୟାଣ୍ଡସ, ଫ୍ରାନ୍ସ ବିଜୟୀ ହୋଇଛନ୍ତି । ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚଟି ଅମିମାଂସିତ ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍