କେବଳ ଓଡିଶାର ଧାମନଗର ନୁହେଁ ଅନ୍ୟ 5 ରାଜ୍ୟରେ 7ଟି ସ୍ଥାନରେ ଚାଲିଛି ବିଧାନସଭା ଆସନରେ ଉପନିର୍ବାଚନ । ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ଉତ୍ତରପ୍ରଦେଶର ଗୋଲା ଗୋକ୍ରାନାଥ, ହରିଆଣାର ଆଦମପୁର, ତେଲଙ୍ଗାନାର ମୁନୁଗୋଡେ ଏବଂ ଓଡ଼ିଶାର ଧାମନମଗରରେ ଉପନିର୍ବାଚନ ଚାଲିଛି । ବିହାର ମୋକମାରେ ଆରଜେଡି ବିଧାୟକ ଅନନ୍ତ କୁମାର ସିଂଙ୍କୁ ଅଯୋଗ୍ୟ ଘୋଷଣା ଯୋଗୁ ସେଠାରେ ଉପନିର୍ବାଚନ ହେଉଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍