କେବଳ ଓଡିଶାର ଧାମନଗର ନୁହେଁ ଅନ୍ୟ 5 ରାଜ୍ୟରେ 7ଟି ସ୍ଥାନରେ ଚାଲିଛି ବିଧାନସଭା ଆସନରେ ଉପନିର୍ବାଚନ । ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ଉତ୍ତରପ୍ରଦେଶର ଗୋଲା ଗୋକ୍ରାନାଥ, ହରିଆଣାର ଆଦମପୁର, ତେଲଙ୍ଗାନାର ମୁନୁଗୋଡେ ଏବଂ ଓଡ଼ିଶାର ଧାମନମଗରରେ ଉପନିର୍ବାଚନ ଚାଲିଛି । ବିହାର ମୋକମାରେ ଆରଜେଡି ବିଧାୟକ ଅନନ୍ତ କୁମାର ସିଂଙ୍କୁ ଅଯୋଗ୍ୟ ଘୋଷଣା ଯୋଗୁ ସେଠାରେ ଉପନିର୍ବାଚନ ହେଉଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
ଶୀତରୁ ବଞ୍ଚିବାର ସହଜ ଉପାୟ