2023ରେ ସମଗ୍ର ବିଶ୍ବରେ ୪ଟି ମହାଜାଗତିକ ଘଟଣା ଘଟିବ । ସେଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ପୂର୍ଣ୍ଣ ସୂର୍ଯ୍ୟପରାଗ, ଗୋଟିଏ ଆଂଶିକ ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ । ତେବେ ଏଗୁଡ଼ିକ ମଧ୍ୟରୁ ମାତ୍ର ୨ଟି ଭାରତରେ ଦୃଶ୍ୟମାନ ହେବ । ଉଜ୍ଜୟିନୀର ସରକାରୀ ଜିୱାଜୀ ଅବଜରଭେଟୋରୀ ସୁପରିଣ୍ଟେଣ୍ଡେଣ୍ଟ ଡଃ ରାଜେନ୍ଦ୍ର ପ୍ରକାଶ ଗୁପ୍ତା କହିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ ୨୦ ରେ ସମ୍ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହେବ । ସେ କହିଛନ୍ତି, ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ