ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ବୁଦ୍ଧଗାମ ଜିଲ୍ଲାରେ ଦୁଇଜଣ ପ୍ରବାସୀ ଶ୍ରମିକ ଆତଙ୍କବାଦୀଙ୍କ ଦ୍ୱାରା ଆହାତ ହୋଇଛନ୍ତି । ଗତ 12 ଦିନ ମଧ୍ୟରେ କେନ୍ଦ୍ରୀୟ କାଶ୍ମୀରର ଅଣ-ସ୍ଥାନୀୟ ଲୋକଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଆହତ ବ୍ୟକ୍ତି ସୋଫିଆନ୍ଏବଂ ଉସମାନ ମଲିକ ଶ୍ରୀନଗରର ଜେଭିସି ହସ୍ପିଟାଲ ବେମିନାରେ ଭର୍ତ୍ତି ହୋଇଛନ୍ତି। ଉଭୟ ଉତ୍ତରପ୍ରଦେଶର ସାହାରନପୁରର ବୋଲି ଜଣାପଡିଛି ।
ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ଏହି ଦୁଇ ଜଣଙ୍କ ସହିତ ଆତଙ୍କବାଦୀମାନେ ଆହୁରି 12 ଜଣଙ୍କୁ ଆକ୍ରମଣ କରିଛନ୍ତି । ଏଥିରେ 6 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର