ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ରର ଏସିଆ ବୁକ୍ ଅଫ୍ ରେକର୍ଡ । ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ହୋଇଛି ଲହି ଫଟୋଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନିର୍ମାଣ ହୋଇଛି ୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ର । ବିଜୁ ଜନତା ଦଳ ପକ୍ଷରୁ ଏହି ଫଟୋଚିତ୍ର ପ୍ରସ୍ତୁତ କରାଯାଇ ବିଜୁ ବାବୁଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ରାଉରକେଲା ଛେଣ୍ଡ କଲୋନୀରେ ଏହାକୁ ନିର୍ମାଣ କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍