ତୃତୀୟ ଦିନିକିଆରେ କୋହଲିଙ୍କ ଦମଦାର ଶତକ । ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ବିରାଟଙ୍କର ଏହା ୪୬ ତମ ଦିନିକିଆ ଶତକ । ୮୫ ବଲରୁ ସେ ଏହି ଶତକ ହାସଲ କରିଛନ୍ତି । ଏଥିରେ ୧୦ଟି ଚୌକା ଏବଂ ଗୋଟିଏ ଛକା ସାମିଲ ରହିଛି । ପ୍ରଥମ ଦିନିକିଆରେ ମଧ୍ୟ ବିରାଟ ଦମଦାର ଶତକ ହାସଲ କରିଥିଲେ । ଏହି ସିରିଜରେ ଏହା କୋହଲିଙ୍କର ଦ୍ୱିତୀୟ ଶତକ ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..