The Topmost

“The eyes believe themselves, the ears believe other people.”

WROCLAW, POLAND - FEBRUARY 12, 2020: Word HACKED made of small wooden letters, and TWITTER logo in the background. Studio shot.

୪୦କୋଟି ୟୁଜର୍ସଙ୍କ ଡାଟା ଚୋରି

ଟ୍ୱିଟରରେ ପୁଣି ଚୋରି ହେଲା ଡାଟା । ହ୍ୟାକର୍ସ ୪୦କୋଟି ୟୁଜର୍ସଙ୍କ ଡାଟା ଚୋରି କରିଥିବା ସୂଚନା । ଚୋରି କରାଯିବା ସହ ଏହାକୁ ଡାର୍କ ୱେବରେ ହ୍ୟାକର ବିକ୍ରି କରୁଥିବା ଜଣାପଡିଛି । ଏହା ପୂର୍ବରୁ ୫୪ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିଲା । ୨ୟ ଥର ପାଇଁ ଏତେମାତ୍ରାରେ ଡାଟା ଚୋରି ଘଟଣା ଟ୍ୱିଟର ପାଇଁ ସମସ୍ୟା ଆଣିପାରେ । ୟୁଜର୍ସଙ୍କୁ କମ୍ପାନୀ ଫାଇନ ଦେବାକୁ ପଡିପାରେ ।  ସବୁଠୁ ଚିନ୍ତାର କଥା ହେଉଛି ଟ୍ୱିଟର ମାଲିକ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ  ଟ୍ୱିଟରରୁ ଡାଟା ଚୋରି ରହିଛି ।