ଆସନ୍ତା ୨୫ ତାରିଖରେ ସିବିଆଇ ନିକଟରେ ହାଜର ହେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଦିଲ୍ଲୀ ହାଇକୋର୍ଟ ନିକଟରେ ଏହା କହିଛନ୍ତି ତେଜସ୍ବୀ । ୩ ଥର ସମନ ଏଡାଇବା ପରେ ଆସନ୍ତା ୨୫ରେ ହାଜର ହେବା ଲାଗି କହିଛନ୍ତି ତେଜସ୍ବୀ । ତେଜସ୍ବୀଙ୍କ ଏହି ବୟାନ ପରେ ଚଳିତ ମାସରେ ତେଜସ୍ବୀଙ୍କୁ ଗିରଫ କରାଯିବା ସମ୍ଭାବନା ନାହିଁ । ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଥିବାରୁ ସେ ହାଜର ହୋଇପାରିବେ ନାହିଁ ଗତଥର କହିଥିଲେ ତେଜସ୍ବୀ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ କରିଥିଲା ପଚରାଉଚରା । ୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ କ୍ରମେ ଏହି ନୋଟିସ ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ