The Topmost

“The eyes believe themselves, the ears believe other people.”

୨୦୨୪ ପାଇଁ ଗ୍ୟାଜେଟ ଛୁଟି ଲିଷ୍ଟ ଜାରି

ଆସିଲା ନୂଆବର୍ଷର ଛୁଟି ତାଲିକା  । ନୂଆବର୍ଷ ପ୍ରସ୍ତୁତିରେ ସମସ୍ତେ  । ଏହାରି ମଧ୍ୟରେ କେନ୍ଦ୍ର ସରକାର ୨୦୨୪ ପାଇଁ ଗ୍ୟାଜେଟ ଛୁଟି ଲିଷ୍ଟ ଜାରି କରିଛନ୍ତି  । କେନ୍ଦ୍ର ସରକାରଙ୍କ ଛୁଟି ତାଲିକାରେ ଏବର୍ଷ ୧୭ ଦିନ ଅନିବାର୍ଯ୍ୟ ଛୁଟି ରହିଛି  । ୧୭ଟି ଅନିବାର୍ଯ୍ୟ ଛୁଟି ଥିବାବେଳେ ୩୧ ଟି ଅପସନାଲ୍‌ ହଲିଡେ’ ରହିଛି  । ଏହି ଛୁଟି ଗୁଡିକ ରାଜ୍ୟ ତଥା ସଂସ୍ଥା ସ୍ଥିର କରିବେ । ତେବେ ଜାଣନ୍ତୁ କେଉଁ କେଉଁ ଦିନ ମିଳିବ ଛୁଟି:

ସାଧାରଣତନ୍ତ୍ର ଦିବସ- ୨୬ ଜାନୁଆରୀ ଶୁକ୍ରବାର

ହୋଲି- ୨୫ ମାର୍ଚ୍ଚ ସୋମବାର

ଗୁଡ ଫ୍ରାଇଡେ- ୨୯ ମାର୍ଚ୍ଚ ଶୁକ୍ରବାର

ଇଦ ଉଲ ଫିତର- ୧୧ଏପ୍ରିଲ ଗୁରୁବାର

ରାମ ନବମୀ- ୧୭ ଏପ୍ରିଲ ବୁଧବାର

ମହାବୀର ଜୟନ୍ତୀ- ୨୧ ଏପ୍ରିଲ ରବିବାର

ବୁଦ୍ଧ ପୂର୍ଣ୍ଣିମା- ୨୩ ମେ ଗୁରୁବାର

ଇଦ ଉଲ ଦୁହା- ୧୭ ଜୁନ ସୋମବାର

ମହରମ- ୧୭ ଜୁଲାଇ ବୁଧବାର

ସ୍ବାଧୀନତା ଦିବସ- ୧୫ ଅଗଷ୍ଟ ଗୁରୁବାର

ଜନ୍ମାଷ୍ଟମୀ- ୨୬ ଅଗଷ୍ଟ ସୋମବାର

ମିଲାଦ ଉନ ନବୀ- ୧୬ ସେପ୍ଟେମ୍ବର ସୋମବାର

ଗାନ୍ଧୀ ଜୟନ୍ତୀ- ୨ ଅକ୍ଟୋବର ବୁଧବାର

ଦଶହରା- ୧୨ ଅକ୍ଟୋବର ଶନିବାର

ଦିପାବଳୀ- ୩୧ ଅକ୍ଟୋବର ଗୁରୁବାର

ଗୁରୁ ନାନକ ଜୟନ୍ତୀ- ୧୫ ନଭେମ୍ବର ଶୁକ୍ରବାର

କ୍ରିସମସ୍‌- ୨୫ ଡିସେମ୍ବର ବୁଧବାର