ଆସିଲା ନୂଆବର୍ଷର ଛୁଟି ତାଲିକା । ନୂଆବର୍ଷ ପ୍ରସ୍ତୁତିରେ ସମସ୍ତେ । ଏହାରି ମଧ୍ୟରେ କେନ୍ଦ୍ର ସରକାର ୨୦୨୪ ପାଇଁ ଗ୍ୟାଜେଟ ଛୁଟି ଲିଷ୍ଟ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଛୁଟି ତାଲିକାରେ ଏବର୍ଷ ୧୭ ଦିନ ଅନିବାର୍ଯ୍ୟ ଛୁଟି ରହିଛି । ୧୭ଟି ଅନିବାର୍ଯ୍ୟ ଛୁଟି ଥିବାବେଳେ ୩୧ ଟି ଅପସନାଲ୍ ହଲିଡେ’ ରହିଛି । ଏହି ଛୁଟି ଗୁଡିକ ରାଜ୍ୟ ତଥା ସଂସ୍ଥା ସ୍ଥିର କରିବେ । ତେବେ ଜାଣନ୍ତୁ କେଉଁ କେଉଁ ଦିନ ମିଳିବ ଛୁଟି:
ସାଧାରଣତନ୍ତ୍ର ଦିବସ- ୨୬ ଜାନୁଆରୀ ଶୁକ୍ରବାର
ହୋଲି- ୨୫ ମାର୍ଚ୍ଚ ସୋମବାର
ଗୁଡ ଫ୍ରାଇଡେ- ୨୯ ମାର୍ଚ୍ଚ ଶୁକ୍ରବାର
ଇଦ ଉଲ ଫିତର- ୧୧ଏପ୍ରିଲ ଗୁରୁବାର
ରାମ ନବମୀ- ୧୭ ଏପ୍ରିଲ ବୁଧବାର
ମହାବୀର ଜୟନ୍ତୀ- ୨୧ ଏପ୍ରିଲ ରବିବାର
ବୁଦ୍ଧ ପୂର୍ଣ୍ଣିମା- ୨୩ ମେ ଗୁରୁବାର
ଇଦ ଉଲ ଦୁହା- ୧୭ ଜୁନ ସୋମବାର
ମହରମ- ୧୭ ଜୁଲାଇ ବୁଧବାର
ସ୍ବାଧୀନତା ଦିବସ- ୧୫ ଅଗଷ୍ଟ ଗୁରୁବାର
ଜନ୍ମାଷ୍ଟମୀ- ୨୬ ଅଗଷ୍ଟ ସୋମବାର
ମିଲାଦ ଉନ ନବୀ- ୧୬ ସେପ୍ଟେମ୍ବର ସୋମବାର
ଗାନ୍ଧୀ ଜୟନ୍ତୀ- ୨ ଅକ୍ଟୋବର ବୁଧବାର
ଦଶହରା- ୧୨ ଅକ୍ଟୋବର ଶନିବାର
ଦିପାବଳୀ- ୩୧ ଅକ୍ଟୋବର ଗୁରୁବାର
ଗୁରୁ ନାନକ ଜୟନ୍ତୀ- ୧୫ ନଭେମ୍ବର ଶୁକ୍ରବାର
କ୍ରିସମସ୍- ୨୫ ଡିସେମ୍ବର ବୁଧବାର
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍