ଏଣିକି ୧୭ ବର୍ଷରୁ ଭୋଟର କାର୍ଡରେ ନିଜର ନାମ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ । ଏହାସହ ୧୮ ବର୍ଷରୁ ଭୋଟ୍ ଦେବେ । ୧୭ରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏଥିସହ ଭୋଟର କାର୍ଡରେ ନାମ ପଞ୍ଜିକରଣ ପାଇଁ ଆବଶ୍ୟକୀୟ ମାନଦଣ୍ଡର ପୂରଣ ପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ବର୍ଷକରେ ତିନିଥର ଭୋଟର କାର୍ଡ ପାଇଁ ଆବେଦନ କରିହେବ । ଏପ୍ରିଲ, ଜୁଲାଇ, ଅକ୍ଟୋବର ପହିଲାରେ ଆବେଦନ କରିପାରିବେ । ଏନେଇ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏଥିସହ ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗଷ୍ଟ ପହିଲାରୁ ଡିସେମ୍ବର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନ ଜାରି ରହିବ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା