ମୋଦି ସରକାରଙ୍କ ବଡ ପଦକ୍ଷେପ । ସୀମା ସୁରକ୍ଷା ପାଇଁ ୧୨୦ଟି ପ୍ରଳୟ ବାଲାଷ୍ଟିକ ମିଜାଇଲ କିଣିବା ପ୍ରସ୍ତାବକୁ ମଂଜୁର କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଚୀନ ସହ ସୀମାରେ ଉତେଜନା ଭିତରେ ବଡ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ସେନାରେ ସାମିଲ ହେବା ପରେ ପ୍ରଳୟ କ୍ଷେପଣାସ୍ତ୍ରକୁ ଚୀନ ସୀମାରେ ନିୟୋଜତ କରାଯିବ ବୋଲି ସୂଚନା ମିଳିଛି । ଆଉ ପ୍ରଥମ ଥର ବାଲାଷ୍ଟିକ ମିଜାଇଲକୁ ସାମରିକ ଅଭିଯାନରେ ବ୍ୟବହାର କରିବ ଭାରତୀୟ ସେନା । ଏହି କ୍ଷେପଣାସ୍ତ୍ରଗୁଡିକ ୧୫୦ କି.ମିରୁ ୫ଶହ କି.ମି ଦୂରେ ଥିବା ଶତ୍ରୁପକ୍ଷ ଶିବିରକୁ ଧ୍ୱଂସ କରିବାକୁ ସକ୍ଷମ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ