ମୋଦି ସରକାରଙ୍କ ବଡ ପଦକ୍ଷେପ । ସୀମା ସୁରକ୍ଷା ପାଇଁ ୧୨୦ଟି ପ୍ରଳୟ ବାଲାଷ୍ଟିକ ମିଜାଇଲ କିଣିବା ପ୍ରସ୍ତାବକୁ ମଂଜୁର କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଚୀନ ସହ ସୀମାରେ ଉତେଜନା ଭିତରେ ବଡ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ସେନାରେ ସାମିଲ ହେବା ପରେ ପ୍ରଳୟ କ୍ଷେପଣାସ୍ତ୍ରକୁ ଚୀନ ସୀମାରେ ନିୟୋଜତ କରାଯିବ ବୋଲି ସୂଚନା ମିଳିଛି । ଆଉ ପ୍ରଥମ ଥର ବାଲାଷ୍ଟିକ ମିଜାଇଲକୁ ସାମରିକ ଅଭିଯାନରେ ବ୍ୟବହାର କରିବ ଭାରତୀୟ ସେନା । ଏହି କ୍ଷେପଣାସ୍ତ୍ରଗୁଡିକ ୧୫୦ କି.ମିରୁ ୫ଶହ କି.ମି ଦୂରେ ଥିବା ଶତ୍ରୁପକ୍ଷ ଶିବିରକୁ ଧ୍ୱଂସ କରିବାକୁ ସକ୍ଷମ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍