ରାଜ୍ୟର ବିଭିନ୍ନ ସ୍ଥାନରେ ତଳ ମୁହାଁ ପାରଦ । ସୋମବାର ପ୍ରଥମ ଥର ପାଇଁ ୫ଡ଼ିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ଡ଼ିଗ୍ରୀ ରେକର୍ଡ ହୋଇଛି । ସେମିଳିଗୁଡାରେ ୭ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ୮ ଡିଗ୍ରୀ, ସୁନ୍ଦରଗଡରେ ୮.୫, ଦାରିଙ୍ଗବାଡିରେ ୯ ଡିଗ୍ରୀ ରହିଥିଲା ରାତି ତାପମାତ୍ରା । ୧୦ ସହରରେ ତାପମାତ୍ରା ୧୦ ଡିଗ୍ରୀ ଓ ତା’ଠାରୁ ତଳେ ରହିଛି । ଭୁବନେଶ୍ୱରରେ ୧୩ ଡ଼ିଗ୍ରୀ ଏବଂ କଟକରେ ୧୩.୨ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା