The Topmost

“The eyes believe themselves, the ears believe other people.”

Ukraine’s ambassador to India urged PM Narendra Modi to contact Putin

ୟୁକ୍ରେନ ରାଷ୍ଟ୍ରପତି ଭାରତକୁ ମାଗିଲେ ସାହାଯ୍ୟ

ନୂଆଦିଲ୍ଲୀ: ଫେବୃଆରୀ ୨୪: ଋଷ-ୟୁକ୍ରେନ ଫାଇଟ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଦୁଇ ଦେଶର ଗଣ୍ଡଗୋଳ ବର୍ତ୍ତମାନ ଏକ ଆତଙ୍କର ରୂପ ନେଇଛି । ଏପରି ସ୍ଥିତିରେ ଦୁଇ ଦେଶ ନିଜ ସପକ୍ଷରେ ସାହାଯ୍ୟ ଏକତ୍ର କରିବାରେ ଲାଗିଛନ୍ତି ।

ଋଷ ଓ ୟୁକ୍ରେନ୍‌ ଦୁହେଁ ପରସ୍ପର ଆକ୍ରମଣରେ ବ୍ୟସ୍ତ ଥିବାବେଳେ ନିଜ ଦେଶକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏପରି ଅବସ୍ଥାରେ ୟୁକ୍ରେନ୍‌ ଭୋଲେïାମିର ଜେଲେନସ୍କିଙ୍କ ତରଫରୁ ୟୁକ୍ରେନ ରାଷ୍ଟ୍ରଦୂତ ଭାରତକୁ ୟୁକ୍ରେନ୍‌ ସପକ୍ଷରେ ସାହାଯ୍ୟ ମାଗିଛନ୍ତି । ୟୁକ୍ରେନ ଦୂତାବାସରେ ଆସି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଛନ୍ତି । ସେ କହିଛନ୍ତି ଯେ ଭାରତର ସମ୍ପର୍କ ଋଷ ସହିତ ଭଲ । ତେଣୁ ସେ ପୁତିନଙ୍କୁ ଏ ଯୁଦ୍ଧ ରୋକିବାକୁ ପରାମର୍ଶ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି । ତେବେ କଣ ହେବ ଭବିଶ୍ୟତ ଏବଂ ୟୁକ୍ରେନ-ଋଷ ବିବାଦ ତାରି ଉପରେ ସମସ୍ତଙ୍କ ନଜର ଉପରେ ସମସ୍ତଙ୍କ ନଜର ।