ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ର ଏବେ ଭାରତରେ ଦେଇପାରିବେ ପରୀକ୍ଷା । ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ୟୁକ୍ରେନରୁ ପଳାଇ ଆସିଥିବା ଭାରତୀୟ ମେଡିକାଲ ଛାତ୍ର ଏବେ ସେମାନଙ୍କ ଶେଷ ପରୀକ୍ଷାକୁ ନେଇ ଦ୍ୱନ୍ଦ ରହିଥିବା ବେଳେ ଏନେଇ ୟୁକ୍ରେନ ପକ୍ଷରୁ ସଷ୍ଟ କରିଦିଯାଇଛି । ଭାରତ ଗସ୍ତରେ ଆସିଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଏମିନୋ ଝାପାରୋଭା ଏନେଇ ସୂଚନା ଦେଇଛନ୍ତି । ନିଜ ଦେଶରେ ଛାତ୍ରଙ୍କୁ ୟୁନାଇଟେଡ ଷ୍ଟେଟ୍ କ୍ୱାଲିଫିକେସନ୍ ଏକଜାମ୍ ଦେବା ପାଇଁ ୟୁକ୍ରେନ ଅନୁମତି ଦେବ । ଏହା ଦ୍ୱାରା ୧୪ ହଜାର ଭାରତୀୟ ଛାତ୍ର ଉପକୃତ ହୋଇପାରିବେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ