ଦୀର୍ଘ ୧୦ମାସ ହେବ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହା ଭିତରେ ପୁଣିଥରେ ଆକ୍ରମଣକୁ ଜୋରଦାର କରିଛି କ୍ରେମଲିନ । ସୂଚନା ଅନୁସାରେ ୟୁକ୍ରେନର କିଛି ସ୍ଥାନରେ ରୁଷ ‘ପୁଅର ମ୍ୟାନ ନ୍ୟୁକ୍ଲିୟର ୱିପନ’ ବା ହତିଆରର ବ୍ୟବହାର କରିବାକୁ ଯୋଜନା କରୁଛି । ଏହା ଥର୍ମୋବୋରିକ ପ୍ଲେମେଥ୍ରୋରନାଁରେ ମଧ୍ୟ ଜଣାଶୁଣା । ଏହା ଏକ ଏଭଳି ହତିଆର ଅଟେ ଯାହାକି ବିସ୍ଫୋରଣ ହେବା ସ୍ଥାନରେ ବଡ ଧରଣର କ୍ଷତି କରେ । ଯାହା ଉପରେ ପଡେ ସେ ବାଷ୍ପ ହୋଇଯାଏ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ