The Topmost

“The eyes believe themselves, the ears believe other people.”

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର । ଜୟପୁରରେ ୪୭ ପଇସା କମ ହୋଇଥିବାବେଳେ ଗୁରୁଗ୍ରାମରେ ୧୩ ପଇସା ହ୍ରାସ ହୋଇଛି । ଓଡ଼ିଶାର ପ୍ରାୟ ସ୍ଥାନରେ ୧୦୩ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଦିଲ୍ଲୀରେ ପେଟ୍ରାଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୮୯ ଟଙ୍କା ୬୨ ପଇସା ରହିଛି ।

ମୁମ୍ବାଇ- ପେଟ୍ରୋଲ :୧୦୬ ଟଙ୍କା ୩୧ ପଇସା, ଡିଜେଲ: ୯୪ ଟଙ୍କା ୨୭ ପଇସା

କୋଲକାତା- ପେଟ୍ରୋଲ: ୧୦୬ ଟଙ୍କା ୦୩ ପଇସା, ଡିଜେଲ: ୯୨ ଟଙ୍କା ୭୬ ପଇସା

ଚେନ୍ନାଇ- ପେଟ୍ରାଲ: ୧୦୨ ଟଙ୍କା ୭୪ ପଇସା, ଡିଜେଲ: ୯୪ ଟଙ୍କା ୩୩ ପଇସା

ନୋଏଡା- ପେଟ୍ରାଲ: 9୬ ଟଙ୍କା ୬୫ ପଇସା, ଡିଜେଲ: ୮୯ ଟଙ୍କା ୮୨ ପଇସା

ଗାଜିଆବାଦ- ପେଟ୍ରାଲ: ୯୭ ଟଙ୍କା ୫୮ ପଇସା, ଡିଜେଲ: ୮୯ ଟଙ୍କା ୭୫ ପଇସା

ଲକ୍ଷ୍ନୌ- ପେଟ୍ରାଲ: ୯୬ ଟଙ୍କା ୬୨ପଇସା, ଡିଜେଲ: ୮୯ ଟଙ୍କା ୮୧ ପଇସା

ପାଟନା: ପେଟ୍ରାଲ: ୧୦୭ ଟଙ୍କା ୨୪ ପଇସା, ଡିଜେଲ: ୯୪ ଟଙ୍କା ୨୬ ପଇସା