ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର । ଜୟପୁରରେ ୪୭ ପଇସା କମ ହୋଇଥିବାବେଳେ ଗୁରୁଗ୍ରାମରେ ୧୩ ପଇସା ହ୍ରାସ ହୋଇଛି । ଓଡ଼ିଶାର ପ୍ରାୟ ସ୍ଥାନରେ ୧୦୩ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଦିଲ୍ଲୀରେ ପେଟ୍ରାଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୮୯ ଟଙ୍କା ୬୨ ପଇସା ରହିଛି ।
ମୁମ୍ବାଇ- ପେଟ୍ରୋଲ :୧୦୬ ଟଙ୍କା ୩୧ ପଇସା, ଡିଜେଲ: ୯୪ ଟଙ୍କା ୨୭ ପଇସା
କୋଲକାତା- ପେଟ୍ରୋଲ: ୧୦୬ ଟଙ୍କା ୦୩ ପଇସା, ଡିଜେଲ: ୯୨ ଟଙ୍କା ୭୬ ପଇସା
ଚେନ୍ନାଇ- ପେଟ୍ରାଲ: ୧୦୨ ଟଙ୍କା ୭୪ ପଇସା, ଡିଜେଲ: ୯୪ ଟଙ୍କା ୩୩ ପଇସା
ନୋଏଡା- ପେଟ୍ରାଲ: 9୬ ଟଙ୍କା ୬୫ ପଇସା, ଡିଜେଲ: ୮୯ ଟଙ୍କା ୮୨ ପଇସା
ଗାଜିଆବାଦ- ପେଟ୍ରାଲ: ୯୭ ଟଙ୍କା ୫୮ ପଇସା, ଡିଜେଲ: ୮୯ ଟଙ୍କା ୭୫ ପଇସା
ଲକ୍ଷ୍ନୌ- ପେଟ୍ରାଲ: ୯୬ ଟଙ୍କା ୬୨ପଇସା, ଡିଜେଲ: ୮୯ ଟଙ୍କା ୮୧ ପଇସା
ପାଟନା: ପେଟ୍ରାଲ: ୧୦୭ ଟଙ୍କା ୨୪ ପଇସା, ଡିଜେଲ: ୯୪ ଟଙ୍କା ୨୬ ପଇସା
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍