ହୋଲି ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ । ବଢିଲା ଘରୋଇ ଏଲପିଜି ଦର । ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ କମର୍ସିଆଲ ଗ୍ୟାସ ଦର ଲମ୍ବା ଡିଆଁ ମାରିଛି । କମର୍ସିଆଲ ସିଲିଣ୍ଡର ପିଛା ଏକାବେଳକେ ୩୫୦.୫୦ ବୃଦ୍ଧି ପାଇଛି । ଏହାସହ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ପାଇଁ ଲୋକଙ୍କୁ ୨୧୧୯.୫୦ ଟଙ୍କା ଦେବାକୁ ପଡିବ । ସେହିପରି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଏଣିକି ୧୧୦୩ ଟଙ୍କା ଦେବାକୁ ପଡିବ । ଏହି ଦର ଆଜିଠୁ ଲାଗୁ କରାଯାଉଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ