ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଭାବନୀୟ ଘଟଣା । ହୁତୁହୁତୁ ହୋଇ ଜଳିଗଲା ୫ ବସ୍ । ଗ୍ୟାରେଜରେ ୱେଲଡିଂ ବେଳେ ବସରେ ନିଆଁ ଲାଗିଥିବା ସୂଚନା ରହିଛି । ଗୋଟିଏ ବସ୍ ନିଆଁ ଲାଗିବା ପରେ ପରବର୍ତୀ ସମୟରେ ଅନ୍ୟ ବସକୁ ନିଆଁ ବ୍ୟାପିଯାଇଥିଲା । ଆଉ ଚାହୁଁଚାହୁଁ ୫ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍